ବେଙ୍ଗାଲୁରୁରୁ ପୁଣି ଗିରଫ ହେଲେ କନ୍ନଡର ଚର୍ଚ୍ଚିତ ଅଭିନେତା

ମୁମ୍ବାଇ: କନ୍ନଡ ଅଭିନେତା ଚେତନ କୁମାରଙ୍କୁ ବେଙ୍ଗାଲୁରୁରୁ ପୁଲିସ ମାର୍ଚ୍ଚ ୨୧ ତାରିଖରେ ଗିରଫ କରିଛି। ଏହି ଘଟଣା ପରେ ଚେତନଙ୍କ ବିବାଦ ସହିତ ପୁରୁଣା ସମ୍ପର୍କ ଥିବା ବୋଲି ଲୋକେ ପ୍ରତିକ୍ରିୟା ଦେଇ କହିଛନ୍ତି। ଗିରଫ ଚେତନ କୁମାର ନିକଟରେ ହିନ୍ଦୁ ଧର୍ମ ବିରୋଧରେ ବିବାଦୀୟ ଟୁଇଟ୍‌ କରିଥିଲେ। ଏହି ଟୁଇଟ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା। ଏହି ଟୁଇଟକୁ ନେଇ ବଜରଙ୍ଗୀ ଦଳର ନେତା ପୁଲିସରେ ଅଭିଯୋଗ … Continue reading ବେଙ୍ଗାଲୁରୁରୁ ପୁଣି ଗିରଫ ହେଲେ କନ୍ନଡର ଚର୍ଚ୍ଚିତ ଅଭିନେତା